"गलती माफ़ की जा सकती है क्यों की इसमें दिल और दिमाग का योगदान न के बराबर होता है
पर चालाकी माफ़ नहीं की जा सकती क्यों की इसमें दिल और दिमाग दोनों का योगदान होता है"
P.PATRA
"गलती माफ़ की जा सकती है क्यों की इसमें दिल और दिमाग का योगदान न के बराबर होता है
पर चालाकी माफ़ नहीं की जा सकती क्यों की इसमें दिल और दिमाग दोनों का योगदान होता है"
P.PATRA
Educated parents hard to accept their children's failure.
whereas uneducated parents always welcome their children in both success and failure.
P.Patra
"जब एक इंसान जीबन में सफलता हासिल करता है तो
हर कोई जैसे स्कूल,शिक्षक, समाज, मातापिता , दोस्त
सब लोग श्रेय लेने मैं कुंठित नहीं करते
पर जब कोई मनुष्य असफल होता है तो केबल
दोष मातापिता तक सिमित होता है
जबकि जिम्मेदारी सबकी होती है उस इंसान प्रति "
P.Patra
ନିରୀହ କୁକୁଡ଼ା ଛୁଆ
ଥରେ ଗୋଟାଏ ଗାଁରେ ଗୋଟେ ଲୋକ କୁକୁଡ଼ା ପାଳନ କରିଥିଲା |ତାର ପରିବାର ଲୋକମାନେ ମଧ୍ୟ କୁକୁଡ଼ା ଫାର୍ମକୁ ବହୁତ ଯତ୍ନ କରୁଥିଲେ |ସମୟ ସମୟରେ ଫାର୍ମ ମାଲିକର ପୁଅ ମଧ୍ୟ ଫାର୍ମକୁ ଆସି କୁକୁଡ଼ା ମାନଙ୍କ ସହିତ ଖେଳେ |ଫାର୍ମ ମାଲିକ ଫାର୍ମ ପାଖରେ ଦୁଇଟି ଗାଈ ମଧ୍ୟ ରଖିଥିଲା | ପୁଅର ସମୟ ସେହି କୁକୁଡ଼ା ଓ ଗାଈ ମାନଙ୍କ ସହିତ ଖେଳିବାରେ କଟେ| ମାଲିକର ପୁଅ ଗାଈ କୁ ଘାସ ଖାଇବାକୁ ଦିଏ ଓ କୁକୁଡ଼ା ଛୁଆ ମାନଙ୍କୁ ଦାନ ଖାଇବାକୁ ଦିଏ | ସେଇଠି ତାର ଖେଳିବାର ଦିନ ସରିଯାଏ |ଦିନେ କୁକୁଡ଼ା ଛୁଆ ଭାବିଲା କି ମାଲିକର ପୁଅ ଆମକୁ କେତେ ଭଲ ପାଏ | ମାଲିକ ମଧ୍ୟ ଆମକୁ ବିନା କାମରେ ରହିବା ପାଇଁ ଦେଉଛନ୍ତି ଓ ଆମ ମୁଣ୍ଡ ଉପରେ ଖରା ଓ ବର୍ଷା ପାଇଁ ଛାତ ଅଛି | ମାଲିକ କେତେ ଜେ ମହାନ |କୁକୁଡ଼ା ଛୁଆର ମାଆ ସବୁ ଶୁଣି କହିଲା , ହଁ ବହୁତ ଭଲ | ସମୟ ଆସିଲେ ସବୁ ଜାଣିବୁ | ଛୁଆ କୁ ମାଆର ଉତ୍ତର ଭଲ ଲାଗିଲା ନାହିଁ | ଭାବିଲା କଣ ମୁଁ ଭୁଲ ପ୍ରଶ୍ନ କଲି କି ? ମନରେ ତାର ବହୁତ ପ୍ରଶ୍ନ ର ଢେଉ ଉଂକ ମାରୁଥାଏ | ଛୁଆର ମାଆ ରାତିରେ ଭାବିଲା କଣ ଅବା ମୁଁ ଉତ୍ତର ଦେବି | ପିଲାଟା ନିରୀହ | ମଣିଷ ସମାଜ କୁ ଜାଣିନି | ଯଦି ସତ କଥା କହିଦେବି ମନ ତାର ଭାଙ୍ଗି ଯିବ | ମଣିଷ ଉପରେ ତାର ଭରସା ରହିବ ନାହିଁ |ମାଲିକ କଣ ଆମକୁ ଛୋଟ ରୁ ବଡ କରୁଛନ୍ତି କଣ ବିନା ସ୍ୱାର୍ଥରେ | ଏ ଦୁନିଆରେ କଣ ବିନା ସ୍ୱାର୍ଥରେ କିଏ କଣ କାହାର କାମ କରନ୍ତି | ଲୋକମାନେ ମଧ୍ୟ ଭଗବାନ ପାଖକୁ ଯାନ୍ତି ଯେତେବେଳେ ଦୁଃଖ ଆସେ | କେମିତି ମୁଁ ବା ଭୁଲିବି ସେ ଦିନ ହଠାତ ମୋ ମାଆ କୁ ରାତିରେ କିଛି ପଇସା ପାଇଁ ମାଲିକ ମୋ ଠାରୁ ମୋ ମାଆକୁ ଅଲଗା କରିଦେଲେ | ଏବେ ଯଦି ସତ କହିଦେବି ପିଲା ଜୀବନକୁ ବଂଚି ପାରିବନି | ସମୟ ଆସିଲେ ସେ ତାର ଉତ୍ତର ନିଜେ ପାଇଯିବ| ଏହା ଭାବି ଛୁଆର ମାଆ ତାର ଛୁଆକୁ କିଛି କହିଲା ନାହିଁ |
आज का बिचार : इंसान को इंसान से प्यार नहीं है . इंसान को इंसान के पद और प्रतिष्ठा से प्यार है. जब पद और प्रतिष्ठा मैं कमी आती है तो सम्बन्ध ...